Breaking News

VACCINE

 HOW TO BOOKING FOR COVID VACCINE ?


sᴏʟᴜᴛɪᴏɴ : ғɪʀsᴛ ᴏᴘᴇɴ ᴄʜʀoᴍᴇ ʙʀᴏᴡsᴇʀ ᴀɴᴅ ᴛʏᴘᴇ 𝑤𝑤𝑤.𝑐𝑜𝑤𝑖𝑛.𝑔𝑜𝑣.𝑖𝑛 ᴀᴛ sᴇʀᴄʜ ʙᴀʀ ᴏғ ɢᴏᴏɢʟᴇ ᴘᴀɢᴇ.
ପ୍ରଥମେ କ୍ରମୋ ବ୍ରାଉଜର ଖୋଲି ଗୁଗୁଲି ସର୍ଚ୍ଚ ପେଜ ଉପରେ www.cowin.gov.in ଲେଖି ସର୍ଚ୍ଚ କର।






𝑎𝑔𝑎𝑖𝑛 𝑤ℎ𝑒𝑛 𝑎 𝑝𝑎𝑔𝑒 is 𝑜𝑝𝑒𝑛 𝑖𝑛 𝑎 𝑛𝑒𝑤 𝑤𝑖𝑛𝑑𝑜𝑤 𝑝𝑎𝑔𝑒..
Click on Register/Sign in...

ଶୁତରାଂ ଯେତେବେଳେ ଏକ ନୂଆ ପେଜ ଖୋଲିବ, ରେଜିଷ୍ଟର/ସାଇନ୍ଇନ ବଟନ ଟିପନ୍ତୁ।


Open a new window page again.. then enter your mobile number and click on Get OTP indicate below page...

ପୁଣି ଥରେ ଆଉ ଏକ ପେଜ ଖୋଲିବ ତାପରେ ଦେଖାଯାଉଥିବା ତଳ ପେଜରେ ମୋବାଇଲ ନମ୍ବର ଲେଖି ଗେଟ ଓଟିପି ବଟମ ଉପରେ କ୍ଳୀକ୍ କରନ୍ତୁ।


After enter the mobile number then an otp coming again enter the otp and click on verify & proceed

କିଛି ସମୟ ଭିତରେ ଏକ ଓଟିପି ଦିଆଯାଇଥିବା ମୋବାଇଲ କୁ ଆସିବ।ଶୁତରାଂ ଓଟିପିକୁ ଲେଖି ଭେରିଫାଇ ଏନ୍ଡ ପ୍ରୋସିଡ୍ ବଟନ ଉପରେ କ୍ଳୀକ୍ କରନ୍ତୁ।ପୁଣି ଏକ ପେଜ ଖୋଲିକି ଆସିବ।


𝐶𝑙𝑖𝑐𝑘 𝑜𝑛 𝑠𝑐ℎ𝑒𝑑𝑢𝑙𝑒 𝑓𝑜𝑟 𝑏𝑜𝑜𝑘 𝑎 𝑎𝑝𝑝𝑜𝑖𝑛𝑡𝑚𝑒𝑛𝑡....Again add your's family members click on add member and register with adharcard followed by shame schedule...

ଆପୋଣ୍ଟେମେଣ୍ଟ୍ ପାଇଁ ସିଡୁଲ୍ ବଟନ ଉପରେ କ୍ଳୀକ୍ କରନ୍ତୁ। ସୁତରାଂ ପରିବାରର ଅନ୍ୟ ସଦସ୍ୟଙ୍କର ଆଧାରକାର୍ଡ  କୋଭିଡ୍ ଭ୍ଯାକସିନ୍ ପାଇଁ ତଳେ ଦିଆଯାଇଥିବା ଆଡ୍ ମେମ୍ବର ଉପରେ କ୍ଳୀକ୍ କରନ୍ତୁ। 


Again after click on Schedule bottom then appear a new page for book appointment for dose 1&2 as per require..Again you also book appointment through search by pincode and search by district...

ସୁତରାଂ ସିଡୁଲ୍ ବଟମ ଉପରେ କ୍ଳୀକ୍ କରିବା ପରେ ଏକ ନୂଆ ପେଜ ଖୋଲିକି ଆସିବ।ତୁମେ ଡୋଜ ୧ କିମ୍ବା ୨ ପାଇଁ ଆପୋଣ୍ଟମେଣ୍ଟ୍ କରି ପାରିବ।ହଁ ପିନକୋଡ କିମ୍ବା ଜିଲ୍ଲା ସର୍ଚ୍ଚ ଦ୍ବାରା ଆପୋଣ୍ଟମେଣ୍ଟ୍ କରି ପାରିବେ।


When enter specific pincode or district code the schedule is showing below..Again select the date for choice your place then choice your time in schedule.. After confirm the time schedule a message will be coming to your registered mobile number.

ଯେତେବେଳେ ତୁମେ ଅଲଗା ପିନକୋଡ କିମ୍ବା ଜିଲ୍ଲା କୋଡ୍ ଦେଇ ସର୍ଚ୍ଚ କରିବ ସେତେବେଳେ ସିଡୁଲ୍ ତଳେ ଦେଖାଯିବ।ସୁତରାଂ ତାପରେ ତୁମ ପସନ୍ଦର ସ୍ଥାନ ଏବଂ ସମୟ ସ୍ଥିର କରିବା ପରେ ଆପଣଙ୍କର ରେଜିଷ୍ଟର ମୋବାଇଲରେ ଏକ ଆପୋଣ୍ଟମେଣ୍ଟ୍ ବୁକ୍ ମେସେଜ ଆସିବ ଏବଂ ପିଡିଏଫ୍ ଫାଇଲକୁ  Cowin  ରେ ଆଉଥରେ ଲଗ୍ ଇନ୍ କରି ସିଡୁଲ୍କକୁ ଆସି ଡାଉନଲୋଡ କରିପାରିବେ।


After downloading the appointment scheduled form kindly 1peice of Xerox copy carry with at vaccine center for take a Covid Vaccine...

ଆଉ ହଁ Appointment Scheduled form ଡାଉନଲୋଡ କରିସାରିବା ପରେ।ଆଉ ତାର ଏକ Xerox Copy ସାଥିରେ ଧରି ଭ୍ଯାକସିନ୍ ସେଣ୍ଟର କୁ ଯାଇ କୋଭିଡ୍ ଟୀକାକରଣ କରିପାରିବେ।

No comments

Smile please