Breaking News

MOST USEFULL THINGS



T2 kumar

ଛଅ ଋତୁ ଓ ବାର ମାସ

ଗ୍ରୀଷ୍ମ ବୈଶାଖ ଜ୍ୟେଷ୍ଠ ମାସ

ପ୍ରଚଣ୍ଡ ରୌଦ୍ର ପରକାଶ ।

ବର୍ଷାରେ ଆଷାଢ଼ ଶ୍ରାବଣ

ମେଘ ବରଷେ ଘନ ଘନ ।

ଭାଦ୍ର ଆଶ୍ବିନ ଶରତରେ

ନିର୍ମଳ ଶୋଭା ଜଗତରେ ।

ହିମେ କାର୍ତ୍ତିକ ମାର୍ଗଶିର

ରାତିରେ ପଡ଼ଇ ଶିଶିର ।

ଶୀତରେ ପୌଷ ମାଘ ମାସ

ଦେହରେ ରଖ ଶୀତବାସ ।

ଫାଲ୍‌ଗୁନ ଚୈତ୍ର ବସନ୍ତରେ

ମୃଦୁ ମଳୟ ମନହରେ ।

– ମଧୁସୂଦନ ରାଓ

 (ଭାରତର ୨୯ ରାଜ୍ୟର ନାମ) ଶ୍ରୀ ସନ୍ଥ ତୁଳସୀ ଦାସଙ୍କର ଏକ ଦୋହାରେ ଅଛି..... "ରାମ ନାମ ଜପତେ ଅତ୍ରି ମତ ଗୁସିଆଉ ଔପଙ୍କ ମଂ ଉଗୋହମି ଅହି କେ ଛବି ଝାଓ"

ପ - ପଞ୍ଜାବ

କ - କର୍ଣାଟକ

ରା - ରାଜସ୍ଥାନ

ମ - ମହାରାଷ୍ଟ୍ର

ନା - ନାଗାଲାଣ୍ଡ

ମ - ମଣିପୁର

ଜ - ଜାମ୍ମୁ କାଶ୍ମୀର

ପ - ପଶ୍ଚିମବଙ୍ଗ

ତେ - ତେଲେଙ୍ଗାନା

ଅ - ଆସାମ

ତ୍ରି - ତ୍ରିପୁରା

ମ - ମଧ୍ୟ ପ୍ରଦେଶ

ତ - ତାମିଲନାଡୁ

ଗୁ - ଗୁଜରାଟ

ସି - ସିକିମ

ଆ - ଆନ୍ଧ୍ର ପ୍ରଦେଶ

ଉ - ଉତ୍ତରପ୍ରଦେଶ

ମେ - ମେଘାଳୟ

ଉ - ଉତ୍ତରାଖଣ୍ଡ

ଗୋ - ଗୋଆ

ହ - ହରିଆଣା

ମି - ମିଜୋରାମ୍

ଅ - ଅରୁଣାଚଳ ପ୍ରଦେଶ

ହି - ହିମାଚଳ ପ୍ରଦେଶ

କେ - କେରଳ

ଛ - ଛତିଶଗଡ଼

ବି - ବିହାର

ଝା - ଝାରଖଣ୍ଡ

ଓ - ଓଡ଼ିଶା







No comments

Smile please